Galpa Swalpa - Part 2 ଫକୀରମୋହନ ସେନାପତି
Step into an infinite world of stories
Fiction
ନିଜ ସୃଷ୍ଟିକୁ 'ବ୍ୟାଧିଗ୍ରସ୍ତ କଳ୍ପନାବିଳାସ ଓ ପ୍ରୟୋଗବାଦ ବିରୋଧରେ ବିପ୍ଳବ' ବୋଲି କହୁଥିବା ଓଡ଼ିଆ ସାହିତ୍ୟର ଅନ୍ୟତମ ଶିଖରପୁରୁଷ ବସନ୍ତ କୁମାର ଶତପଥୀ! ଖୁବ ସ୍ୱଚ୍ଛ, ଅକୃତ୍ରିମ ଓ ସ୍ପଷ୍ଟ ଭାବେ କାହାଣୀ କହନ୍ତି ସେ! ସାଧାରଣ ମଣିଷର ସଂସାର, ଜଂଜାଳ, ଭୋକ, କଷଣ, ହସ ଆଉ ଉଲ୍ଲାସକୁ ନେଇ ସାଧାରଣ ଭାବ ଓ ଭାଷାରେ ସେ ଆମ ସାହିତ୍ୟକୁ ଭେଟି ଦେଇଛନ୍ତି ଅନେକ ଅସାଧାରଣ କୃତି! 'ଗଳ୍ପ ସମ୍ଭାର' ତାଙ୍କ ଅସଂଖ୍ୟ ଗଳ୍ପମାଳାରୁ ସୁନିର୍ବାଚିତ କେତୋଟି କାହାଣୀ... ଶୁଣନ୍ତୁ ଆମ ସମସ୍ତଙ୍କର ଚିହ୍ନାସ୍ୱର ଅନିତ୍ୟ ମହାନ୍ତିଙ୍କ କଣ୍ଠରେ
© 2021 Storyside IN (Audiobook): 9789354344596
Release date
Audiobook: 10 May 2021
English
India